InterviewSolution
Saved Bookmarks
| 1. |
(B) (ପ୍ରତି ବାକ୍ୟ ଶେଷରେ Structure ର ସୂଚନା ଦିଆଯାଇଛି ।) ମୁଁ ମୋର ଶିକ୍ଷକଙ୍କୁ ଭଲକରି ଜାଣେ (St. 16) । ସେ ଭାରି ଗରିବ ଥିଲେ (St.4) । ତାଙ୍କର ଜମିବାଡ଼ି ନଥିଲା (St. 13) । ବର୍ତ୍ତମାନ ସେ ସୁଖରେ ଚଳୁଛନ୍ତି (St. 19) । ତାଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି (St. 10) । ସେମାନେ ହାଇସ୍କୁଲରେ ପଢୁଛନ୍ତି (St. 19) । ତାଙ୍କର ପିଲାମାନେ ଭାରି ସରଳ ଓ ସତ୍ (St. 1) । ସେମାନଙ୍କର ଦାମିକା ପୋଷାକ ନାହିଁ (St. 11) । ସେମାନେ ଅଛି କହନ୍ତି ଓ ଅଧୁକ କାମ କରନ୍ତି (St. 16) ! ତୁମେ ସେହି ପିଲାମାନଙ୍କୁ ଦେଖୁଛ କି (St. 24) ? ସେମାନେ ବଡ଼ ମଣିଷ ହେବେ (St.7) । ଭଲକରି – well |
|
Answer» I can't UNDERSTAND your LANGUAGE SORRY |
|