1.

ରାଜପୋଷାକର ଚିତ୍ର ଅଭ୍ୟାସ ପ୍ରଶ୍ନ• ଲେଖକ ପରିଚୟ :କାଳିନ୍ଦୀ ଚରଣ ପାଣିଗ୍ରାହୀ ଓଡ଼ିଆ ସାହିତ୍ୟରେ ଜଣେ ସୁପ୍ରତିଷ୍ଠିତ ଲେଖକଭାବେ ପରିଚିତ । ସେ ସଯୁଗର କବିଭାବେ ପରିଚିତ । ୧୯୦୧ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୯୧ ମସିହାରେ ସେ ମୃତ୍ୟୁବକରିଥିଲେ । ତାଙ୍କୁ ସବୁଜ କବି ଭାବରେ ସମ୍ମାନିତ କରାଯାଏ । ସେ ଲେଖାଲେଖା ପାଇଁ ପଦ୍ମଶ୍ରୀ ଉପାଧୁ ପାଇଥ‘ମାଂସର ବିଳାପ', “ମାଟିର ମଣିଷ', 'ଲୁହାର ମଣିଷ', ଗାନ୍ଧାରୀର ଆଶୀର୍ବାଦ’ ଓ ‘ଛୁରୀଟିଏ ଲୋଡ଼ା'କାଳଜୟୀ ଲେଖା ପାଇଁ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।[8k​

Answer»

ANSWER:

SORRY but I am not ABLE to UNDERSTAND this LANGUAGE



Discussion

No Comment Found