Saved Bookmarks
| 1. |
Letter to the editor in odia |
|
Answer» ପ୍ରଥମେ ଡାହାଣ ପଟେ ସ୍ଥାନ ତା ତଳେ ତାରିଖ ଲେଖନ୍ତୁ। ତଳକୁ ୧ ଲାଈନ୍ ଗ୍ୟାପ୍ ଦେଇ ବାମ ପାଶ୍ୱର୍ରେ ପ୍ରାପକ ଙ୍କ ଠିକଣା ଲେଖନ୍ତୁ। ତା ତଳେ ମହୋଦୟ ..........ସମୀପେଷୁ । ତା ପରେ ବିଷୟ ଲେଖନ୍ତୁ। ବାମ ପାଶ୍ୱର୍ରେ ମହାଶୟ ,ତା ପରେ ସମ୍ପୂର୍ଣ୍ଣ ବିଷୟ ବସ୍ତୁ ,ତା ପରେ ଆଜ୍ଞାଧୀନ ଛାତ୍ର ବା ଛାତ୍ରୀ ପ୍ରେରକ ର ଠିକଣା ପ୍ରଥମେ ଡାହାଣ ପଟେ ସ୍ଥାନ ତଳେ ତାରିଖ ତାପରେ ବାମ ପାର୍ଶ୍ଵରେ ପ୍ରାପକ ଙ୍କ ଠିକଣା ତାପରେ ମହୋଦୟ........ସମିପେଶୁତାପରେ ବିଷୟ ଲେଖିବାକୁ ପଡ଼େତାପରେ ବାମ ପାର୍ଶ୍ଵରେ ମହାଶୟ,ତାପରେ ସମ୍ପୂର୍ଣ୍ଣ ବିଷୟ ଵସ୍ତୁ ତାପରେ ଶେଷରେ ଆପଣଙ୍କ ଆଜ୍ଞାଧୀନ ଛାତ୍ର ବା ଛାତ୍ରା ତାପରେ ପ୍ରେରକ ର ଠିକଣା । |
|